THE BYAPINI

୨ ତାରିଖରୁ ରାଜ୍ୟରେ ହେବ ବର୍ଷା

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ବର୍ଷା ହେବ । ୪ରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଘରକୁ ଦିଆଯିବ ମଧ୍ୟାହ୍ନ ଭୋଜନର ରାସନ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ୱର: ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ପାଇଁ ଖାଦ୍ୟର ଆବଶ୍ୟକତାକୁ ବିଚାରକରି ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଘରେ ମଧ୍ୟାହ୍ନ ଭୋଜନ ରାସନ୍‌ ପହଞ୍ଚାଇବାକୁ ସରକାର

ରାଜ୍ୟରେ ଆଉ କଟିବନି ବୃକ୍ଷ ନୂଆ ଏସ୍‌ଓପି ପାଳନ କରି ହେବ ପୁନଃରୋପଣ

ଭୁବନେଶ୍ୱର: ବିକାଶ ନିମନ୍ତେ ସବୁଜିମାକୁ ନଷ୍ଟ କରାଯିବ ନାହିଁ । ଏଣିକି ରାଜ୍ୟରେ ଆଉ କଟାଯିବ ନାହିଁ ଗଛ ଏନେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ‘ବୃକ୍ଷ ପୁନଃରୋପଣ’ ପାଇଁ ଏକ ସ୍ୱତନ୍ତ୍ର ଏସଓପି

ରାଜ୍ୟରେ ସ୍ରିମ୍‌ ସ୍କିମ୍‌ ଯୋଜନାରେ ଗ୍ରାମାଞ୍ଚଳର ଛୋଟ ଉଦ୍ୟୋଗୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ନୂତନ ଯୋଜନାମାନ ଲାଗୁ କରାଇ ଯୁବବର୍ଗଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି । ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ ଅବସରରେ ଶିଳ୍ପ ବିଭାଗ

ମିଶନ ସୂର୍ଯ୍ୟ: ସେପ୍‌ଟେମ୍ବର ୨ରେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-ୱାନ୍‌

ନୂଆଦିଲ୍ଲୀ: ମିଶନ ସୂର୍ଯ୍ୟ ଅଧିନରେ ସେପ୍‌ଟେମ୍ବର ୨ରେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-ୱାନ୍‌ । ଏହି ମହାକାଶଯାନକୁ ସୌର କୋରୋନା ଏବଂ ଏଲ୍‌-୧ରେ ସୌର ପବନର ସ୍ଥିତି ନିରୀକ୍ଷଣ ପାଇଁ ଡିଜାଇନ୍‌ କରାଯାଇଛି ।

ଚନ୍ଦ୍ର ପୃଷ୍ଠରେ ଗର୍ତ୍ତରେ ପଡିବା ପୂର୍ବରୁ ବାଟ ବଦଳାଇଲା ରୋଭର ପ୍ରଜ୍ଞାନ୍‌

ନୂଆଦିଲ୍ଲୀ: ଚନ୍ଦ୍ରରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ଗାତରେ ପଡିବା ପୂର୍ବରୁ ଏହାର ବାଟ ବଦଳାଇ ଦେଇଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେବା ପରେ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ

ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତଙ୍କ ବେକରେ ଫୁଲମାଳ ପିନ୍ଧାଇ ଗଣତନ୍ତ୍ର ସୁରକ୍ଷା ପାଇଁ ମିଛରେ କାନ୍ଦୁୁଛି…

ଭୁବନେଶ୍ୱର: ଗୁଣ୍ଡାଗର୍ଦ୍ଦି ରାଜନୀତି ବିଜେଡି ବିଚାରଧାରାର କେବେ ବି ସ୍ଥାନ ପାଇନାହିଁ । ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି ଉପରେ ବିଶ୍ୱାସ କରେ ନାହିଁ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ

ଗୋପବନ୍ଧୁ ଏକାଡେମୀରେ ସେଣ୍ଟର ଫର ଗୁଡ୍‌ ଗଭର୍ଣ୍ଣାନ୍ସ ଓଡ଼ିଶା କାର୍ଯ୍ୟାଳୟ

ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସେଣ୍ଟର ଫର୍‌ ଗୁଡ୍‌ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଏକାଡେମୀର

ଓଡ଼ିଶାର ୨ ଶିକ୍ଷକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନେ ହେଉଛନ୍ତି ଶଶିଶେଖର କରଶର୍ମା ଓ ସୁବାସ ଚନ୍ଦ୍ର ରାଉତ । ଶଶିଶେଖର କରଶର୍ମା ଭଦ୍ରକ ଜିଲ୍ଲା

କୋଟାରେ ପୁଣି ଆତ୍ମହତ୍ୟା କଲେ ୨ ଜଣ ଛାତ୍ର

କୋଟା: ରାଜସ୍ଥାନର କୋଟାରେ ଦିନକୁ ଦିନ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି । ଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ରୋକିବା କର୍ତ୍ତୃପକ୍ଷ ବିଭିନ୍ନ ଉପାୟ ଅବଲମ୍ବନରେ ବ୍ୟସ୍ତ ଥିଲାବେଳେ ପୁଣି ଦୁଇଟି ଦୁଃଖଦ ମୃତ୍ୟୁ ଖବର