THE BYAPINI

୩ କୃଷ୍ଣକାୟ ବ୍ୟକ୍ତିଙ୍କୁ ଗୁଳିମାରି ଆତ୍ମହତ୍ୟା କଲା ହତ୍ୟାକାରୀ

ଆମେରିକାର ଫ୍ଲୋରିଡା ଠାରେ ପୁଣି ଥରେ ବର୍ଣ୍ଣବୈଷମ୍ୟ ଯୋଗୁଁ ଘୃଣାର କରୁଣ ପରିଣତି ଦେଖିବାକୁ ମିଳିଛି । ଫ୍ଲୋରିଡା ପ୍ରଦେଶର ଜ୍ୟାକସନଭିଲେରେ ଶନିବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ୩ ଜଣ କୃଷ୍ଣକାୟ ଲୋକଙ୍କୁ ଗୁଳି କରି ହତ୍ୟା

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ସୂର୍ଯ୍ୟ ମିଶନ ଆରମ୍ଭ

ନୂଆଦିଲ୍ଲୀ: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ସୂର୍ଯ୍ୟ ମିଶନ ଆରମ୍ଭ ହେବାକୁ ଯାଉଥିବା ଜଣାପଡିଛି । ଲୁନାର ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ ପରେ ସନ୍‌ ମିଶନ ଲଞ୍ଚ କରିବାକୁ ଯାଉଛି ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା ।

ଆଇବିଏସ୍‌ ୱାର୍ଲ୍ଡ ଗେମ୍ସ ୨୦୨୩: ଭାରତ ମହିଳା ଦୃଷ୍ଟିହୀନ କ୍ରିକେଟ୍‌ ଦଳ ସ୍ୱର୍ଣ୍ଣ ପଦକ ହାସଲ କଲା

ମହିଳା ଦୃଷ୍ଟହୀନ କ୍ରିକେଟ୍‌ରେ ବିଶ୍ୱ ସ୍ତରୀୟ ମ୍ୟାଚ୍‌ ୨୦୨୩ ର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨୬ ଅଗଷ୍ଟ ଶନିବାର ଦିନ ଇଂଲଣ୍ଡର ଏଜବାଷ୍ଟନ୍‌ ଠାରେ ହେଉଥିବା ମ୍ୟାଚ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛି

ବିବାହ ପୂର୍ବରୁ ମହାକାଳଙ୍କ ଅଶୀର୍ବାଦ ନେଲେ ପରିଣୀତି ଓ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍‌ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ୍‌ଢ଼ା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ତେବେ ଏହି ବିବାହ ପାଇଁ ଉଭୟଙ୍କର ପରିବାର ପରିଜନ ପ୍ରସ୍ତୁତି ଆରମ୍ଭ

ଶିମିଳିପାଳରେ ମହାବଳ ବାଘ ଶରୀରର ରଙ୍ଗ ହଳଦିଆ ରୁ ପାଲଟୁଛି କଳା

ବାରିପଦା: ଜୈବ ବିବିଧତା ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଶିମିଳିପାଳ ଅଭୟାରଣ୍ୟରେ ପ୍ରକୃତି ବିପରୀତ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଶିମିଳିପାଳ ଅଭୟାରଣ୍ୟରେ ଥିବା ମହାବଳ ବାଘ ଏବେ ଚିନ୍ତାର କାରଣ ପାଲଟିଛନ୍ତି ।

ବିଶ୍ୱ ଦୌଡକୁଦ ପଦାର୍ପଣରେ ଚମକିଲେ ଓଡ଼ିଆ ପୁଅ କିଶୋର

ବୁଦାପେଷ୍ଟ (ହଙ୍ଗେରି): ଓଡିଆ ଜାଭଲିନ୍‌ ଖେଳାଳୀ କିଶୋର କୁମାର ଜେନା ବିଶ୍ୱ ଦୌଡକୁଦ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ କରି ନୂଆ ଇତିହାସ ରଚିଛନ୍ତି । କିଶୋରଙ୍କର ବିଶ୍ୱ ପ୍ରତିଯୋଗିତାରୁ ଅନ୍ତର୍ଜାତୀୟ ପଦାର୍ପଣ ହୋଇଛି

ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ, ୨ୟ ସ୍ଥାନରେ ଭୂପେଶ ବଘେଲ୍‌

ନୂଆଦିଲ୍ଲୀ: ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍‌ ଅଫ ଦି ନେସନ ସର୍ଭେରୁ ଏହା ଜଣାପଡ଼ିଛି । ୨୦୨୩ ଜୁଲାଇ ୧୫ରୁ ୨୦୨୩ ଅଗଷ୍ଟ ୧୪ ମଧ୍ୟରେ

ଗାଡକଣରେ ଲିଜ୍‌ହୋଲ୍‌ଡ ଜମି ବିକ୍ରି ମାମଲା: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ତହସିଲ ଅନ୍ତର୍ଗତ ପଟିଆ ମୌଜାର ଗାଡକଣ ଅଞ୍ଚଳରେ ବେଆଇନ ଭାବେ ଲିଜହୋଲ୍ଡ ଜମି ବାରମ୍ବାର ବିକ୍ରି ଖରିଦ କରାଯାଉଥିବା ଅଭିଯୋଗର ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ତଥା ଇଷ୍ଟେଟ ନିର୍ଦ୍ଦେଶକ ତଦନ୍ତ କରିବେ ।

ମଦୁରାଇ ରେଳ ଦୁର୍ଘଟଣା ୯ ମୃତ ଓ ୨୦ ଆହାତ

ଚେନ୍ନାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନର କୋଚ ଭିତରେ ଅଗ୍ନିକାଣ୍ଡ ଘଟି ଶନିବାର ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ରେଳ ବିଭାଗ ସୂତ୍ର ମିଳିଥିବା ସୂଚନା ଅନୁସାରେ ଶନିବାର

ଭୁବନେଶ୍ୱର ପାଇବ ପୂର୍ବାଞ୍ଚଳ ଜୋନାଲ ସ୍ମାର୍ଟ ସିଟି ପୁରସ୍କାର

ଇନ୍ଦୋର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ମାର୍ଟ ସିଟି ମିଶନ ଅଧୀନରେ ଆୟୋଜିତ ହୋଇଥିବା ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତା (ଆଇଏସ୍‌ଏସି)ର ଚତୁର୍ଥ ସଂସ୍କରଣ ଅଧୀନରେ ମଧ୍ୟପ୍ରଦେଶ ଶ୍ରେଷ୍ଠ ପ୍ରଦର୍ଶନ କରିଛି ।