THE BYAPINI

୩୦ରୁ ମଞ୍ଚେଶ୍ୱର ତୃତୀୟ ଟ୍ରାକ୍‌ରେ ଗଡିବ ଟ୍ରେନ୍‌

ଚନ୍ଦ୍ରଶେଖରପୁର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ-ବାରଙ୍ଗ ତୃତୀୟ ରେଳ ଲାଇନ୍‌ କାମ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୬.୪ କିମି ବିଶିଷ୍ଟ ଏହି ରେଳ ଲାଇନ୍‌ରେ ଟ୍ରାକ୍‌ ବିଛା ଶେଷ ହୋଇଥିବା ବେଳେ ଭୁବନେଶ୍ୱର ରେଳ

ରାଜ୍ୟରେ ୩୧ ତାରିଖରୁ ପୁଣି ବଢିବ ବର୍ଷା

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ଉତ୍ତର-ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲା ପ୍ରଭାବିତ ହେବ । ଓଡ଼ିଶା

ସଂସଦୀୟ ଆଚରଣ ବିଧି ଉଲ୍ଲଂଘନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ଷମା ମାଗିଲେ

ଲଣ୍ଡନ: ସଂସଦୀୟ ଆଚରଣ ବିଧି ଉଲ୍ଲଂଘନ ମାମଲାକୁ ନେଇ ପୁଣି ଥରେ ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳିବା ପରଠାରୁ ଚର୍ଚ୍ଚା ଋଷି ସୁନକ୍‌ଙ୍କ ପିଛା ଛାଡୁନାହିଁ । ସୁନକଙ୍କ

ବିତର୍କର ୧ ଘଂଟା ଭିତରେ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ଆମେରିକୀୟ ବିବେକ ରାମସ୍ୱାମୀଙ୍କୁ ମିଳିଲା ୩.୭ କୋଟି…

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଯାଉଥିବା ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ଆମେରିକୀୟ ବିବେକ ରାମସ୍ୱାମୀଙ୍କ ପ୍ରତି ଜନସମର୍ଥ ବଢ଼ିବାରେ ଲାଗିଛି । ତାଙ୍କର

ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ ମୃତ୍ୟୁକାଳୀନ ଜମାନବନ୍ଦୀ ଏକମାତ୍ର ଆଧାର ହୋଇପାରିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ କେବଳ ପୀଡିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମୁଖ୍ୟ ଆଧାର କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ମତପ୍ରକାଶ କରିଛନ୍ତି । ଯଦି ବୟାନର ସଠିକତା ନେଇ ସନ୍ଦେହ ରହିଥାଏ ତେବେ

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ଭୁବନେଶ୍ୱର: ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ ଇଣ୍ଡଷ୍ଟ୍ରିରେ

ଅଗଷ୍ଟ ୨୭ ତାରିଖ ଜାତୀୟ ମହାକାଶ ଦିବସ ଭାବରେ ପାଳିତ ହେବ

ବେଙ୍ଗାଲୁରୁ: ଅଗଷ୍ଟ ମାସ ୨୭ ତାରିଖ ଭାରତୀୟ ମହାକାଶ ଗବେଷଣା ପାଇଁ ଏକ ସ୍ୱର୍ଣ୍ଣିମ ଦିନ । ଏହି ଦିନଟିରେ ଭାରତ ପାଇଥିବା ସଫଳତାକୁ ସ୍ମରଣୀୟ କରିବା ପାଇଁ ଏଣିକି ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୭ ତାରିଖକୁ ଜାତୀୟ ମହାକାଶ ଦିବସ ବା

୬୯ ତମ ଜାତୀୟ ଚଳ୍‌ଚ୍ଚିତ୍ର ପୁରସ୍କାର ପୁରସ୍କାର ଘୋଷଣା, ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

ନୂଆଦଲ୍ଲୀ: ଦିଲ୍ଲୀ ସ୍ଥିତ ମିଡିଆ କେନ୍ଦ୍ରରେ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ପୁଷ୍ପା ପାଇଁ ଆଲ୍ଲୁ ଅର୍ଜୁନ ଶ୍ରେଷ୍ଠ ହିରୋ, ଗଙ୍ଗୁବାଇ କାଠିଆ ୱାଡୀ ପାଇଁ ଆଲିଆ ଭଟ୍ଟ ଓ ମିମି ପାଇଁ ର୍କିତ୍ତି

ନୂଆ ସଂସଦ ଭବନରେ ପ୍ରଦର୍ଶିତ ହେବ ସନ୍ନି ଦେଓଲଙ୍କ ଗଦ୍ଦର ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ଏବଂ ଭାରତୀୟ ସାଂସଦ ସନ୍ନି ଦେଓଲଙ୍କ ‘ଗଦର-୨’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ସାରା ଦେଶରେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସାଂସଦ ଥିବା ସନ୍ନି ସେଓଲଙ୍କ ସହକର୍ମା ସାଂସଦମାନଙ୍କ

ଆଇଆଇଟି ବମ୍ବେ ପାଇଁ ପୁରାତନ ଛାତ୍ର ଦେଲେ ୧୬୦ କୋଟି

ମୁମ୍ବାଇ: ପ୍ରଥମ ଥର ପାଇଁ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି-ବମ୍ବେକୁ ଏହାର ଜଣେ ପୁରାତନ ଛାତ୍ର ୧୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଚେକ୍‌ ଟି ପ୍ରଦାନ କରିଥିବା ଉକ୍ତ ପ୍ରତିଷ୍ଠାନର