THE BYAPINI

ଚଳିତ ବର୍ଷରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଭୁବନେଶ୍ୱର: ମେଧାବୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନ ନିମନ୍ତେ ମଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ଚଳିତବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା

ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିନକୁ ଦିନ ଭୁବନେଶ୍ୱରର କଳେବର ବଢ଼ିବାରେ ଲାଗିଛି । ସହରର ଆବଶ୍ୟକତାକୁ ବିଚାର କରି ପ୍ରଶାସନିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି) ପାଇଁ

ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବର ମାସରେ ଓଡ଼ିଶା ଗସ୍ତରେ ଆସିବେ ବୋଲି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅକ୍ଟୋବର ମାସ ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ରହୁଲ ବିଭିନ୍ନ ଦଳୀୟ

୨୦୨୪ ଅଲମ୍ପିକ ପାଇଁ ସ୍ଥାନ ସୁନିଶ୍ଚିତ କଲେ ନିରଜ

ନୂଆଦିଲ୍ଲୀ: ଚୋପ୍ରା ସ୍ୱିଡେନର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚମ୍ପିୟାନସିପରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଏହି କ୍ରମରେ ନିରଜ ଜାଭେଲିନ୍‌ ଥ୍‌ରୋ ପ୍ରତିଯୋଗିତାରେ ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି ।

ନନ୍ଦନକାନନରେ ହେବ ‘ନାଇଟ୍‌ଆଉଟ୍‌ ଆଟ୍‌ ଜୁ’

ଭୁବନେଶ୍ୱର: ଖାଲି ଦିନରେ ନୁହେଁ ଏବେ ରାତିରେ ମଧ୍ୟ ନନ୍ଦନକାନନ ବୁଲିବାର ମଜା ମଳିବାକୁ ଯାଉଛି ।ଏବେ ନନ୍ଦନକାନନ ଚିଡିଆଖାନାରେ ଅନେକ ରାତ୍ରିଚର ଜୀବଜନ୍ତୁ ରହିଛନ୍ତି । ସେମାନଙ୍କ ଚାଲିଚଳନ ସମ୍ପର୍କରେ ଲୋକଙ୍କୁ ଜାଣିବାର ସୁଯୋଗ

ବର୍ଷରେ ୨ଥର ହେବ ବୋର୍ଡ ପରୀକ୍ଷା

ଭୁବନେଶ୍ୱର: ନୂଆ ଜାତୀୟ ଶିକ୍ଷା ନୀତି ନିର୍ଦ୍ଧାରି ହୋଇଛି । ଏବେ ବର୍ଷରେ ଦୁଇ ଥର ବୋର୍ଡ ପରୀକ୍ଷା କରାଯିବ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ୨୦୨୪ରୁ ଏହାକୁ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି

ଡେଙ୍ଗୁରୁ ହୋଇଛନ୍ତି ସୁସ୍ଥ ଜାଣନ୍ତୁ କ’ଣ ଖାଇଲେ ଶୀଘ୍ର ହୋଇଯିବେ ଫିଟ୍‌

ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିମାନେ ସୁସ୍ଥ ହେବା ପରେ ମଧ୍ୟ ଶାରୀରିକ ଦୁର୍ବଳତା ଦୀର୍ଘଦିନ ଯାଏଁ ଲାଗିରହୁଛି । ଜାଣନ୍ତୁ କ’ଣ ଖାଇବା ଡେଙ୍ଗୁରୁ ସୁସ୍ଥ

ସୁସ୍ଥ ହେବାର ୧ ବର୍ଷ ପରେ ମୃତ୍ୟୁବରଣ କରୁଛନ୍ତି ୬.୫% କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରୁଥିବା ୬.୫% ରୋଗୀ ପ୍ରାୟ ବର୍ଷକ ପରେ ମୃତ୍ୟୁବରଣ କରୁଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବାପରେ ମଧ୍ୟ ଦୀର୍ଘ ଏହି

ଆଜି ସନ୍ଧ୍ୟା ୬ଟାରେ ଚନ୍ଦ୍ର ପୃଷ୍ଠ ସ୍ପର୍ଶ କରିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଜି ଉତ୍କଣ୍ଠା । ଆଜି ସନ୍ଧ୍ୟା ୬ଟା ୪ରେ ହିଁ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଯାଉଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍‌ରୋ) ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶ

ଜିମ୍ବାୱେର ସର୍ବୋତ୍ତମ ଅଲରାଉଣ୍ଡର ହିଥ ଷ୍ଟ୍ରିକ୍‌ଙ୍କର ଦେହାନ୍ତ

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ୍‌ ଦଳର ପୂର୍ବତନ ଭେଟେରାନ୍‌ ଅଲରାଉଣ୍ଡର ହିଥ ଷ୍ଟ୍ରିକ୍‌ଙ୍କର ୪୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଜିମ୍ବାୱେ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ମାତ୍ର ୪୯