THE BYAPINI

‘ଡେପୁଟି କଲେକ୍ଟର ହେବାକୁ ସ୍ୱପ୍ନ’

Get real time updates directly on you device, subscribe now.

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ । ୬ କୋଟିର ଚେକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଗ୍ରୁପ ଏ ସ୍ତରୀୟ ଚାକରି ବି ମିଳିଛି । ସମ୍ବର୍ଦ୍ଧନା ପରେ ପ୍ରମୋଦ ଭଗତଙ୍କୁ କହିଛନ୍ତି, ଏଯାଏ ପହଞ୍ଚିବା ତାଙ୍କ ପାଇଁ ବହୁତ କଷ୍ଟର କରିିଥିଲା । ପାରାଲିମ୍ପିକ୍ସ ଯିବା ଯାଏଁ ଯାତ୍ରା ପଛରେ ଗ୍ରାମବାସୀ,କୋଚ ଓ ସରକାରଙ୍କ ଅବଦାନ ଭୁଲି ହେବନି । ଡେପୁଟି କଲେକ୍ଟର ହେବାକୁ ମୋର ସ୍ୱପ୍ନ ଥିଲା ଏବେ ବି ଅଛି ବୋଲି କହିଛନ୍ତି ।
ସଫଳତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ରକାରଙ୍କ ସହଯୋଗ ମଧ୍ୟ ଭୁଲିହେବନି । ସରକାର ଯେଉଁଠି ଅବସ୍ଥାପିତ କରିବେ ତାହା କରିବି । ପାରା ଆଥଲେଟଙ୍କୁ ସରକାର ଆହୁରି ସହଯୋଗ କରିବା ଜରୁରୀ ଜିତିଥିବା ୧୨୬ ମେଡାଲ ଭିତର ପାରାଲିମ୍ପିକ୍ସ ମେଡାଲ ସ୍ୱତନ୍ତ୍ର । ତାଙ୍କର ଅଲିମ୍ପିକ୍ ଯାତ୍ରାରେ ନିରନ୍ତର ସମର୍ଥନ ଏବଂ ପ୍ରେରଣା ପାଇଁ ପ୍ରମୋଦ ଭାଗବତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.