ଅନ୍ୟାନ୍ୟ ନୀଳଚକ୍ରର ମାହାତ୍ମ୍ୟ Byapini Bureau Aug 18, 2023 0 ଶ୍ରୀମନ୍ଦିରର ଶୀର୍ଷକୁ ଅନାଇଲେ ନୀଳଚକ୍ର ଉପରେ ଆଖି ଲାଖି ରହିଯାଏ । ବଡ଼ ଦେଉଳର ଉଚ୍ଚତା 214 ଫୁଟ୍ ହୋଇଥିବା ବେଳେ ନୀଳଚକ୍ରର ଉଚ୍ଚତା ହେଉଛି 15 ଫୁଟ୍। ଏହାର ବାହ୍ୟ ପରିଧି 36 ଫୁଟ୍। ଓଜନ ଦେଢ଼ କ୍ଵିଣ୍ଟାଲରୁ ଅଧିକ।!-->…