THE BYAPINI

ଏଥର ଦୀପାବଳୀରେ ଫୁଟିବ ଗ୍ରୀନ କ୍ରାକର

Get real time updates directly on you device, subscribe now.

ଥର ଦୀପାବଳୀରେ ଫୁଟିବ ଗ୍ରୀନ କ୍ରାକର । ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ । ରାତି ୮ରୁ ୧୦ କେବଳ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି । ବାଣ ଫୁଟାଇବା ପାଇଁ ଅନୁମତି ମାଗିଥିଲା ଅଲ ଓଡିଶା ଫାୟାର ଡିଲର ଆସୋସିଏସନ ।
ଏସଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ମଞ୍ଜୁରୀ ମିଳିିଛି। ପରିବେଶ ପ୍ରଦୂଷଣ ପାଇଁ ବାଣ ଫୁଟାଇବା ଉପରେ ରୋକ ଲଗାଯାଉଥିବା ବେଳେ ହାଇକୋର୍ଟ କିନ୍ତୁ ଗ୍ରୀନ କ୍ରାକର ଫୁଟାଇବା ପାଇଁ ଅନୁମତି ଦେଇଛନ୍ତି । ଆଉ ଏହି କ୍ରାକର ପିଇଏସଓ ଅନୁମତି ପ୍ରାପ୍ତ ହୋଇଥିବା ଦରକାର ।କରୋନା ମହାମାରୀ ପାଇଁ ଗତ ବର୍ଷଠୁ ଦୀପାବଳି ଉପରେ କଟକଣା ଜାରି ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.