THE BYAPINI
Browsing Category

ଦେଶ

ଆମେରିକାରେ ମାସ୍କ କଟକଣା କୋହଳ

ଆମେରିକାରେ କରୋନା କଟକଣା କୋହଳ । ଆମେରିକା, ମାସ୍କ ପିନ୍ଧିବାକୁ ନେଇ ନିୟମରେ ପରିବର୍ତନ କରିଛି । ଏଣିକି ଟିକା ନେଇସାରିଥିବା ବ୍ୟକ୍ତି ଆମେରିକାରେ ବିନା ମାସ୍କରେ ବାହାରକୁ ଯାଇପାରିବେ । ହେଲେ ଭିଡ ଯାଗାକୁ ଗଲେ ମାସ୍କ

ଦେଶରେ ମାଡିଲାଣି ମୃତ୍ୟୁ

ସାରା ଦେଶରେ ବ୍ରେକ ଫେଲ ହୋଇଛି କରୋନା । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ସବୁଆଡେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । କେଉଁଠି ବେଡ଼ ନାହିଁ ତ, କେଉଁଠି ଅକ୍ସିଜେନ ଅଭାବ । ଆଉ କେଉଁଠି ମେଡିକାଲ ବାରଣ୍ଡାରେ ପଡିରହିଛି ରୋଗୀ ।

ନିର୍ବାଚନୀ ବିଜୟ ଉତ୍ସବ ମନା

ମାଡ୍ରାସ ହାଇକୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ନିର୍ବାଚନ କମିସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ । ମେ ୨ ଗଣତି ଦିନ କିମ୍ବା ପରେ କୌଣସି ବିଜୟ

ମାଡିଚାଲିଛି ମୃତ୍ୟୁ

ସ୍ଥିତି ଅସମ୍ଭାଳ । ବେକାବୁ ହେଉଛି କରୋନା ସଂକ୍ରମଣ । ସଂକ୍ରମିତଙ୍କ ସଂଖ୍ୟା ସହ ବଢିଚାଲିଛି ମୃତକଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦେଶରେ ଦିନକରେ ୨୭୭୧

ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେବ ୧୪ ଦିନିଆ ଲକଡାଉନ

କରୋନା ସଂକ୍ରମଣକୁ ଆଖି ଆଗରେ ରଖି କର୍ଣ୍ଣାଟକ ସରକାର ବଡ଼ ନିଷ୍ପତି ନେଇଛନ୍ତି । ର୍ଣ୍ଣାଟକ ମୁଖମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତିରୁ ପୂରା

‘ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିଶନ ଦାୟୀ’

ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନ ଦାୟୀ। ନିର୍ବାଚନ ଆୟୋଗକୁ ମାଡ୍ରାସ ହାଇକୋର୍ଟର କଡ଼ା ତାଗିଦ୍। କରୋନା ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସମାବେଶ କରିବାକୁ

ବେଲଗାମ ସଂକ୍ରମଣ

ଦେଶରେ ବେଲଗାମ କରୋନା ସଂକ୍ରମଣ । ବିଭିନ୍ନ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଗୋଟେ ପଟେ ସଂକ୍ରମଣ ଅନ୍ୟପଟେ ଅକ୍ସିଜେନର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ମହାମାରୀର ମୁକାବିଲା ପାଇଁ ଦେଶରେ କଟକଣା, ନାଇଟ

‘କରୋନା କଷ୍ଟ ସହିବା ସୀମାର ପରୀକ୍ଷା ନେଉଛି’

କରୋନା ସମସ୍ତଙ୍କ ଧୈର୍ୟ୍ୟର ପରୀକ୍ଷା ନେଉଛି । କରୋନାର ଦ୍ୱିତୀୟ ଲହର ପୁରା ଦେଶକୁ ବିପର୍ଯ୍ୟସ୍ତ କରିଦେଇଛି । କରୋନାର ପ୍ରଥମ ପର୍ଯ୍ୟାୟକୁ ସଫଳତାର ସହ ମୁକାବିଲା କରିବା ପରେ ଏଥର ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ପୁରା ଦେଶକୁ

ରାଜଧାନୀରେ ସପ୍ତାହେ ବଢିଲା ଲକଡାଉନ

ଦିଲ୍ଲୀ ସଂକ୍ରମଣ ବଢିଚାଲିଥିବା ଅକ୍ସିଜେନର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛନ୍ତି । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଲକଡାଉନ ଅବଧିକୁ ପୁଣି ଏକ

କେବେ ଯିବ ଭାଇରସ ଭୟ?

ଦେଶରେ ସଂକ୍ରମଣ ସାଂଘାତିକ ଭାବେ ବଢିଚାଲିଥିବା ବେଳେ ଅକ୍ସିଜେନର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ପ୍ରତିଦିନ କରୋନା ସୃଷ୍ଟି କରୁଛି ନୂଆ ନୂଆ ରେକର୍ଡ। ମହାରାଷ୍ଟ୍ର, ଦିଲ୍ଲୀ,ଗୁଜୁରାଟ, ଉତରପ୍ରଦେଶ ସମେତ ୮ଟି