THE BYAPINI
Browsing Category

ଦେଶ

ମିଳିଲାନି ଅକ୍ସିଜେନ..ଆଖିବୁଜିଲେ ୨୨ ରୋଗୀ

ଦେଶରେ ମହାମାରୀ ଉଗ୍ରରୂପ ନେଇଥିବା ବେଳେ ଏସବୁ ଭିତରେ କରୁଣ ଚିତ୍ର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ନାଶିକରେ ବଡ଼ ଅଘଟଣ ଘଟିଛି। ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହୋଇ ୨୨ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଖୋଲା ବଜାରରେ ମିଳିବ କୋଭିସିଲ୍ଡ..ଜାଣନ୍ତୁ ଦାମ କେତେ?

ଖୋଲା ବଜାରରେ ମିଳିବ ଟିକା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଓ ଖୋଲା ବଜାରକୁ ୫୦ ପ୍ରତିଶତ ଟିକା ଯୋଗାଇବେ ଉତ୍ପାଦନକାରୀ ସଂସ୍ଥା । କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟଚ୍ୟୁଟ ଅଫ

ସାଂଘାତିକ ହେଉଛି ସଂକ୍ରମଣ

ଦେଶରେ ଝଡ଼ ପରି ମାଡିଚାଲିଛି କରୋନା ସଂକ୍ରମଣ । ବିିଭନ୍ନ ରାଜ୍ୟରେ ସ୍ଥିତି ଉଦବେଗଜନକ ରହିଛି । । କର୍ଫ୍ୟୁ, କଟକଣା, ଲକଡାଉନ ପରେ ବି ସ୍ଥିତି ଅଣାୟତ ହୋଇପଡିଛି । କେଉଁଠି ହସ୍ପିଟାଲରେ ବେଡ ନାହିଁ ତ, କେଉଁଠି ଅକ୍ସିଜେନର ଅଭାବ

ଝାଡ଼ଖଣ୍ଡରେ ଲାଗୁ ହେଲା ସଂପୂର୍ଣ୍ଣ ଲକଡାଉନ

କରୋନାକୁ ମାତ ଦେବା ପାଇଁ ଦିଲ୍ଲୀ ପରେ ଝାଡଖଣ୍ଡ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଝାଡଖଣ୍ଡ ସରକାର ଏକ ସପ୍ତାହ ପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ୨୨ରୁ ୨୯ ଏପ୍ରିଲ୍ ଯାଏ

ମାଡିଆସୁଛି ବିପଦ

ଦେଶରେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଉଛି । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶର ବିଭିନ୍ନ ରାଜ୍ୟରେ କଟକଣା ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସୁନାହିଁ । ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୫୯

ମେ’ ପହିଲାରୁ ୧୮ ବର୍ଷରୁ ଅଧିକଙ୍କୁ ଟିକା

ଦେଶରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ଟିକାକରଣ ପ୍ରକ୍ରିୟାକୁ ଗରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦିଆଯିବ । କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ

ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା

ଦିଲ୍ଲୀ ରାସ୍ତା ଆପଣାଇବ କି ଓଡିଶା?

ଦିଲ୍ଲୀରେ ଲାଗୁ ହେଲା ଲକଡାଉନ । ପୁରା ଦେଶରେ ଲାଗୁ ହେବ କି ଲକଡାଉନ ? ପୁଣି ଫେରିବ କି ପୂର୍ବ ସ୍ଥିତି ? ଦେଶରେ କରୋନା ସଂକ୍ରମଣ ରେକର୍ଡ ପରେ ରେକର୍ଡ କରୁଛି । ପ୍ରଥମ ଲହରଠୁ ଦ୍ୱିତୀୟ ଲହର ଆହୁରି ସାଂଘାତିକ ହୋଇପଡିଛି ।

ମାଡିବସିଲାଣି ଭୟ

ଦେଶରେ ନିୟନ୍ତ୍ରଣ ବାହାରେ ମହାମାରୀ କରୋନା । ପ୍ରଥମ ପର୍ଯ୍ୟାୟଠୁ ବି ସାଂଘାତିକ ରୁପ ନେଇଛି ଦ୍ୱିତୀୟ ପର୍ଯ୍ୟାୟ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ସଂକ୍ରମଣ ରୋକିବାକୁ ବିିଭିନ୍ନ ରାଜ୍ୟ ଅନେକ କଟକଣା

ଘୁଂଚିଲା ଜେଇଇ ମେନ୍ ପରୀକ୍ଷା

କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ୨୦୨୧ ଏପ୍ରିଲ ସେସନର ପରୀକ୍ଷା ସ୍ଥଗିତ ହୋଇଛି ।