THE BYAPINI
Browsing Category

ରାଜ୍ୟ

କଟକରେ ହେବ ଗଣେଶ ପୂଜା

କଟକରେ ହେବ ଗଣେଶ ପୂଜା । କରୋନା କାଳରେ କଟକରେ ଗଣେଶ ପୂଜାକୁ ମିଳିଛି ଅନୁମତି । ମଣ୍ଡପରେ ଗଣେଶ ପୂଜା ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ମଣ୍ଡପରେ ଗଣେଶ ପୂଜା ହେଲେ ମଧ୍ୟ ଅଧିକ ଲୋକଙ୍କର ଯେପରି ସମାଗମ ନ ହେବ ସେଥିପ୍ରତି

କୋଟିପତି ପିଏସ ନିଲମ୍ବିତ

ଓଏସଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ ହୋଇଛନ୍ତି। ବିରଞ୍ଚିଙ୍କୁ ନିଲମ୍ବନ କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ନିଲମ୍ବନ କରିବା ସହ ବିରଞ୍ଚିଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ

ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା

ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ବସ୍ତା ରାଜଘାଟଠାରେ ବିପଦ ସଙ୍କେତ ଟପିଛି ସୂବର୍ଣ୍ଣରେଖା । ରାଜଘାଟରେ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର

କମୁଛି ସଂକ୍ରମଣ..ହଜାରେକୁ ଖସିଲା ସଂଖ୍ୟା

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ଭିତରେ ୬୭ହଜାର ୧୩୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ରେଟ ରହିଛି ୧ ଦଶମିକ ୫୩ । ସେପଟେ ୬୭ ମୃତ୍ୟୁର

ଅଗଷ୍ଟ ଆରମ୍ଭରୁ ଆଶ୍ୱସ୍ତି..୨% ତଳକୁ ଖସିଲା ଟିପିଆର

ଅଗଷ୍ଟ ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ତିନୋଟି ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲା ଗୁଡ଼ିକରେ

ପ୍ରକାଶ ପାଇଲା +୨ ରେଜଲ୍ଟ

ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ନେଇ ଘୋଷଣା କରିଛନ୍ତି ।ଚଳିତ ବର୍ଷ ବିଜ୍ଞାନରେ ୯୫.୧୫ ପ୍ରତିଶତ ପାସହାର ଥିବାବେଳେ ବାଣିଜ୍ୟରେ ପାସହାର ୯୪.୯୬ ରହିଛି

ନଜର ପକାନ୍ତୁ କ’ଣ ଖୋଲା, କ’ଣ ବନ୍ଦ?

ଆସିଛି ଅଗଷ୍ଟ ମାସର ଗାଇଡଲାଇନ । ଅନଲକ ମୁହାଁ ହୋଇଛି ଓଡିଶା । ତେବେ ରାତି ୮ରୁ ସକାଳ ୬ ପର୍ୟ୍ୟନ୍ତ ସାରା ରାଜ୍ୟରେ ରାତ୍ରୀକାଳିନ କର୍ଫ୍ୟୁ ସମଗ୍ର ରାଜ୍ୟରେ ବଳବତ୍ତର ରହିବ । ଭୁବନେଶ୍ୱର,କଟକ ଓ ପୁରୀରେ ଶନିବାର ରବିବାର ଦୋକାନ,

ଖୋଲିଲା ମଲ, ସିନେମା ହଲ, ପାର୍କ

ଅଗଷ୍ଟ ମାସର ଗାଇଡଲାଇନରେ ବଡ ଖବର । ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ।

ଆସିବ ନୂଆ ଗାଇଡଲାଇନ…କାଲିଠୁ ଆହୁରି କୋହଳ ହୋଇପାରେ କଟକଣା!

ଆସନ୍ତାକାଲିଠୁ ରାଜ୍ୟରେ କିପରି ରହିବ କରୋନା କଟକଣା ।ଅଗଷ୍ଟ ମାସ ପାଇଁ ଆଜି ଆସିବ ନୂଆ ଗାଇଡଲାଇନ୍ ।ଅପରାହ୍ନରେ ଅଗଷ୍ଟ ଗାଇଡଲାଇନ ବାବଦରେ ସୂଚନା ଦେବେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । କାଟାଗୋରୀ ବି ଜିଲ୍ଲାରେ

ଆଜି ବାହାରିବ +୨ ପରୀକ୍ଷା ଫଳ

ଆଜି ବାହାରିବ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ଆଜି ସଂଧ୍ୟାରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ । ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର