Browsing Category
ରାଜ୍ୟ
ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ
ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୟାପ୍ ଯୋଗେ ମିଳିଲା ବିଶୁଦ୍ଧ ପାନୀୟ ଜଳ। ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ!-->…
ଖୋଲିଲା ସ୍କୁଲ
କରୋନା କଟକଣା ଭିତରେ ଖୋଲିଲା ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ କ୍ଲାସରୁମରେ ବସି ପାଠପଢା ଆରମ୍ଭ କରିଛନ୍ତି । ସରକାର ଜାରି କରିଥିବା ମାର୍ଗଦର୍ଶିକା ପାଳନ କରି ଛାତ୍ରଛାତ୍ରୀଙ୍କୁ!-->…
ଖୋର୍ଦ୍ଧାରେ ରେକର୍ଡ ମୃତ୍ୟୁ
ରାଜ୍ୟରେ କରୋନା ସଂକ୍ରମଣ କମୁଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ନା ସଂକ୍ରମଣ କମୁଛି ନା ମୃତ୍ୟୁ ସଂଖ୍ୟା । ମୃତ୍ୟୁସଂଖ୍ୟାରେ ରେକର୍ଡ କରିଛି ଖୋର୍ଦ୍ଧା । ଆଜି ୬୨ ମୃତ୍ୟୁର ହିସାବ ଦିଆଯାଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୪୨ ଜଣ!-->…
ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ ସିଲ
ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ପୁଲିସର ଛାନଭିନ । ବଲାଙ୍ଗୀର ଯାଇ ଖୋଳତାଡ କରିଛି ପାରଳାଖେମୁଣ୍ଡି ପୁଲିସ । ବିଦ୍ୟାଭାରତୀ ପଢୁଥିବା ଏଲଆଇ ଟ୍ରେନି ସେଂଟରକୁ ଯାଇ ତଦନ୍ତ କରିଛି ପୁଲିସ । ସେଂଟରର ନିର୍ଦ୍ଦେଶକଙ୍କ ସମେତ ୪!-->…
ନିର୍ବାଚନ କମିଶନଙ୍କୁ ବିଜେପିର ଟାର୍ଗେଟ
ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ବିଜେପିିର ଟାର୍ଗେଟ । ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବା ପାଇଁ ଦାବି କଲା ଦଳ । ଲୋକସଭା ଓ ବିଧାନସଭା ନିର୍ବାଚନ ୫ ବର୍ଷ ପୂରିବା ପରେ ଯେମିତି ନିର୍ବାଚନ କରିବାକୁ ବାଧ୍ୟ, ସେମିତି!-->…
ହାଇଦର ଦେହରୁ ବାହାରିଲା ୪ ଗୁଳି
କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଛି । ଏବଂ ହାଇଦର ଶରୀରରେ ମୋଟ ୪ଟି ଗୁଳି ରହିଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି । ହାଇଦର ଦେହରୁ ମୋଟ ୪ଟି ଗୁଳି ବାହାରିତିଲାବେଳେ, ସେଥିମଧ୍ୟରୁ!-->…
ହାଇଦର ଗାଁରେ ପୁଲିସ ପହରା
ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ୧୪୪ ଧାରା ଲଗାଇଛି ପ୍ରଶାସନ । ହାଇଦର ଗାଁରେ ଉତେଜନା ପ୍ରକାଶ ପାଇବା ଆଶଙ୍କା ଥିବାରୁ ପୁଲିସ ପକ୍ଷରୁ ମୁନସିପାଲିଟି ସମେତ ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଞ୍ଚାୟତରେ!-->…
ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା
ରାଜ୍ୟରେ କରୋନା ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି । ଖୋର୍ଦ୍ଧାରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କି ମୃତ୍ୟୁ ସଂଖ୍ୟା କମୁନି । ଗତ ୨୪ ଘଂଟାରେ ରାଜ୍ୟରେ ୭୧ ହଜାର ୩୯ ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୮ ଶହ ୩୩ ଆକ୍ରାନ୍ତ!-->…
ଗ୍ୟାଙ୍ଗଷ୍ଟର ହାଇଦର ମୃତ
ପୋଲିସ୍ ଏନ୍କାଉଣ୍ଟରେ ହାଇଦର ମୃତ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାକୁ ମୃତ ଘୋଷଣା ହୋଇଛି। ପେଟରେ ଗୁଳିବାଜିଥିବାରୁ ହାଇଦର ଗୁରୁତର ହୋଇଥିଲା । ତାକୁ ଗୁୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲ ନିଆଯାଇଥିଲା ।!-->…
ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଂଟର
ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଂଟର । ଆଜି ହାଇଦରକୁ ସ୍ଥାନାନ୍ତର କରିବା ସମୟରେ ସେ ଫେରାର୍ ହେବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ପୋଲିସ ତାକୁ ଗୁଳି ମାରିଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ତେବେ ଆଜି ଦିନ!-->…