Browsing Category
ରାଜ୍ୟ
ସୁନ୍ଦରଗଡରେ ସଞ୍ଜିବନୀ ନଷ୍ଟ !
() ଟୀକାନେବାରେ ନମ୍ବର ୧ ଓଡିଶା, ଟୀକା ନଷ୍ଟରେ ନମ୍ବର ୧ ସୁନ୍ଦରଗଡ । ଟୀକାକରଣ ନେଇ ସାରା ଭାରତରେ ଯେତେବେଳେ ଓଡିଶାକୁ ପ୍ରଶଂସା କରାଯାଉଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଓ ମହାମାରୀ ମୁକାବିଲା ପାଇଁ ନିଷ୍ଠାର କାମ କରାଯାଉଛି!-->…
ଶିକ୍ଷାନୁଷ୍ଠାନରେ ବ୍ୟାପୁଛି ସଂକ୍ରମଣ
ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେବା ଘଟଣା ପ୍ରଶାସନର ଚିନ୍ତା ବଢାଇଛି। ଏଭଳି ସ୍ଥିତିରେ!-->…
ଭୟ ବଢାଉଛି ଭାଇରସ
ଦେଶରେ କରୋନା ସଂକ୍ରମଣ ୫୦ ହଜାର ଟପିଥିବା ବେଳେ ରାଜ୍ୟରେ ମଧ୍ୟ ସ୍ଥିତି ଖରାପ ହେବାରେ ଲାଗିଛି । ସପ୍ତାହକ ମଧ୍ୟରେ ଶହେ ତଳେ ଥିବା ସଂକ୍ରମଣ ଏବେ ୨୦୦ ଟପିଛି । ଯାହା ସରକାରଙ୍କ ନିଦ ହଜାଇଦେଇଛି । ମାଲକାନଗିରି ଓ ନବରଙ୍ଗପୁରରେ!-->…
ଜିଲ୍ଲାରୁ ଜିଲ୍ଲା ଡେଇଁଲା ନାଇଟ କର୍ଫ୍ୟୁ
ରାଜ୍ୟରେ କରୋନା ସଂକ୍ରମଣର କମବ୍ୟାକ ସରକାରଙ୍କ ନିଦ ହଜାଇଦେଇଛି । ପୁଣି ଫେରିଛି କଟକଣା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକଣା କଡାକଡି କରାଯାଉଛି । ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା ପରେ ଏବେ ନବରଙ୍ଗପୁର!-->…
ପଶ୍ଚିମ ଓଡିଶାକୁ କରୋନା ଭୟ
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ପଶ୍ଚିମଓଡିଶାକୁ ଘାରିଛି କରୋନା ଭୟ । ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ନୂଆପଡାରୁ । ଗତ ୨୪ ଘଂଟାରେ ରାଜ୍ୟରେ ୧୭୦!-->…
ଓଡିଶାରେ ୟୁକେ ଷ୍ଟ୍ରେନ
ଦେଶରେ ଚିହ୍ନଟ ହେଉଥିବା କରୋନାର ନୂଆ ଷ୍ଟ୍ରେନ ସରକାରଙ୍କ ଚିନ୍ତା ବଢ଼ାଇଛି। ଓଡିଶାରେ ୟୁକେ ଷ୍ଟ୍ରେନ୍ । ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ ରୂପରେଖ ଚିହ୍ନଟ ହୋଇଛି । ଏଥିରୁ ୭୩୭ ବ୍ରିଟେନ ଷ୍ଟ୍ରେନ, ୩୪ ଦକ୍ଷିଣ ଆଫ୍ରିକା!-->…
କେବେ ନେବେ କୋଭିସିଲ୍ଡ଼ ଟିକାର ଦ୍ୱିତୀୟ ଡ଼ୋଜ ?
କେବେ ନେବେ କୋଭିସିଲ୍ଡ଼ ଟିକାର ଦ୍ୱିତୀୟ ଡ଼ୋଜ ? ଏନେଇ ନୂଆ ମାର୍ଗଦର୍ଶିକା ଆସିଛି । ଏଣିକି ୪ରୁ ୬ସପ୍ତାହ ପରିବର୍ତ୍ତେ ୪ରୁ ୮ ସପ୍ତାହ ମଧ୍ୟରେ ଦିଆଯିବ ଦ୍ୱିତୀୟ ଡ଼ୋଜ । କେବଳ କୋଭିସିଲ୍ଡ ଟିକା ପାଇଁ ଏହି ନୀୟମ କାର୍ୟ୍ୟକାରୀ ହେବ!-->…
ରବିବାର ମିିଳିବନି ଜଗା ଦର୍ଶନ!
ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଥିବାରୁ ପୁଣି ଫେରୁଛି କଟକଣା । ପୁରୀ ଶ୍ରୀମନ୍ଦିରରେ ମଧ୍ୟ କଟକଣା କଡ଼ାକଡି କରାଯାଇପାରେ । କିଛି ଦିନ ଧରି ଶ୍ରୀମନ୍ଦିରରେ କଟକଣା ମୁକ୍ତ ଦର୍ଶନ ପରେ ପୁଣି କଟକଣା ଲାଗୁ ହୋଇପାରେ ।!-->…
ମାସ୍କ ପିନ୍ଧୁନ, ମେଡିକାଲ ଯିବ…!
ମାଡି ଆସୁଛି ଘୋର ବିପଦ । ପୁଣି ଧଡଧଡ ହେଲାଣି ଛାତି । ଲହଲହ ଜିଭ କରି କାୟା ମେଲାଇବା ଆରମ୍ଭ କଲାଣି କରୋନାର ୨ୟ ଲହର । ଦେଶରେ ସାଙ୍ଘାତିକ ହେଲାଣି ସଂକ୍ରମଣ ସ୍ଥିତି । ଅନେକ ରାଜ୍ୟରେ ବି ଫେରିଲାଣି ଲକଡାଉନ ପରିସ୍ଥିତି । ହୁ ହୁ!-->…
ବିଧାନସଭାରେ ‘ବ୍ୟୋମକେଶ’ ଝଡ଼
ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ଝଡ଼ । ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କର ଭାଇରାଲ ଅଡିଓକୁ ନେଇ ପଡିଲା ଉଠିଲା ବିଧାନସଭା । ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ଓ ବ୍ୟୋମକେଶ ରାୟ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ!-->…