Browsing Category
ରାଜ୍ୟ
ରାଷ୍ଟ୍ରପତି ଦେଲେ ଲକ୍ଷେ ଟଙ୍କା…
ବଡ ଠାକୁର ଓ ବଡ ଦେଉଳର ବିକାଶ ଅଭିଯାନରେ ସାମିଲ ହେଲେ ଦେଶର ପ୍ରଥମ ବ୍ୟକ୍ତି । ସମର୍ପଣ ନିଧି ସଂଗ୍ରହ ଅଭିଯାନରେ ଯୋଡି ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ବେଳେ ଏହି!-->…
ଆଇନ ମନ୍ତ୍ରୀଙ୍କୁ ଆଉଟ କରିବେ କି ନବୀନ?
ପଦ୍ମ ଦଳର ଟାର୍ଗେଟରେ ମନ୍ତ୍ରୀ ପ୍ରତାପ ଜେନା । ଧାନ କିଣା ପ୍ରସଙ୍ଗରେ ତାତି ଥମିନଥିବା ବେଳେ ଏବେ ପୁଣିଥରେ ପ୍ରତାପଙ୍କୁ ନେଇ ଉଷ୍ମ ହୋଇଛି ରାଜ୍ୟ ପଲିଟିକ୍ସ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ!-->…
ହେବ କି ଲକଡାଉନ?
ଓଡିଶାରେ ଧିରେ ଧିରେ ସଂକ୍ରମଣ ବଢୁଛି । କରୋନାକୁ ମାତ୍ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକ୍ଡାଉନ୍ ମଧ୍ୟ ହୋଇପାରେ ବୋଲି କୁହାଯାଇଛି ।!-->…
ଓଡ଼ିଶାରେ ଫେରିଲା ନାଇଟ କର୍ଫ୍ୟୁ
ରାଜ୍ୟରେ ପୁଣି ଫେରିଲା ନାଇଟ କର୍ଫ୍ୟୁ । ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି । ରାତି ୯ରୁ ସକାଳ ୭ଟା ଯାଏଁ କର୍ଫ୍ୟୁ!-->…
କରୋନା ଜାଲରେ ଜାଭିୟର ! ୪୫ ପଜିଟିଭ…
ସାବଧାନ ! ଭୁବନେଶ୍ୱରବାସୀ ଭୟଙ୍କର ହେଉଛି ଭୂତାଣୁ । ରାଜଧାନୀ ଛାତି ଉପରେ ଗଢି ଉଠିଥିବା ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ସୀମା ଡେଇଁବା ପରେ ଏବେ ଘାରିଲା ଚିନ୍ତା । କରୋନା ନିୟମକୁ ନମାନିଲେ କି କଟକଣା ନପାଳିଲେ!-->…
ଦୁର୍ନୀତି କଲେ… ନବୀନ ଦେଉଛନ୍ତି ଦଣ୍ଡ
ଦୁର୍ନୀତି କଲେ ମିଳୁଛି ଦଣ୍ଡ । ନବୀନ ସରକାରରେ ଦୁର୍ନୀତିର ସ୍ଥାନ ନାହିଁ । ଯିଏ ଦୁର୍ନୀତି କରୁଛି ତାକୁ ମାଫ ଦେଉ ନାହାନ୍ତି ରାଜ୍ୟ ସରକାର ଷ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ନବୀନ । ଆଉ ଦୁର୍ନୀତି!-->…
ରାଷ୍ଟ୍ରପତି ଶିଖାଇଲେ ସଫଳତାର ସୂତ୍ର
ଚାପମୁକ୍ତ ହୋଇ ପାଠପଢନ୍ତୁ ପିଲା । ଛାତ୍ରଛାତ୍ରୀମାନେ ନିଜ ସ୍ୱପ୍ନ ପୂରଣ ପାଇଁ ବାଟ ବାଛନ୍ତୁ । ନିଜର ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ କରନ୍ତୁ । ଏମିତି କାମ କର ଯାହା ତୁମକୁ ଶାନ୍ତି ଦେବ, ବାପାମାଆଙ୍କୁ ଗର୍ବ ଆଣିଦେବ… ଏନଆଇଟିର ସଫଳ!-->…
‘ସୁନ୍ଦରୀ’କି ସୁହାଇଲାନି କି ସାତକୋଶିଆ?
ଯେଉଁଠୁ ଆସିଥିଲା ପୁଣି ସେଠାକୁ ଫେରିଯିବ । ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆର ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ସୁନ୍ଦରୀ ପୁଣି ଫେରିଯିବ କାହ୍ନା । ସୁନ୍ଦରୀକୁ ନେବାକୁ ମଧ୍ୟପ୍ରଦେଶର ଏକ ବିଶେଷଜ୍ଞ ଦଳ ଆସି ସାତକୋଶିଆରେ!-->…
କୋଟିଆ କଳି: କାହାର ଯୁକ୍ତି କ’ଣ?
ଆନ୍ଧ୍ର ଓଡିଶା ଟଣାଭିଡ଼ ଭିତରେ କୋଟିଆକୁ ନେଇ ହଟଚମଟ ଲାଗିରହିଛି । କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଖାଇ ତ କେବେ ସରକାରୀ ସୁବିଧା ଯୋଗାଇ କୋଟିଆକୁ ହାତେଇବାକୁ ଷଡଯନ୍ତ୍ର କରୁଛି ଆନ୍ଧ୍ର । ଏହାରି ଭିତରେ କୋଟିଆ ପ୍ରସଙ୍ଗରେ!-->…
ମନ୍ତ୍ରୀଙ୍କୁ ମହଙ୍ଗା ହେବ ମାହାଙ୍ଗା !
ରାଜଧାନୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ ଝଡ଼ । ଆଇନ ମନ୍ତ୍ରୀଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ମାହାଙ୍ଗା ଡବଲ ମର୍ଡର କେସ ଏବେ ଭୁବନେଶ୍ୱରରେ ହାଜର । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ!-->…