THE BYAPINI

ମାନସ ସ୍ୱାଇଁ ହତ୍ୟା :ସତ ମାନିଲା ରଞ୍ଜନ

ମାନସ ସ୍ୱାଇଁ ହତ୍ୟା ମାମଲାରେ ରଞ୍ଜନ ସତ ମାନିଛି । କ୍ରାଇମବ୍ରାଞ୍ଚ ଆଗରେ ହତ୍ୟାକାଣ୍ଡର ଗୁମର ଖୋଲିଲା ରଞ୍ଜନ ନାୟକ । ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କ ସହ ଅପହରଣ କରିଥିବା ନେଇ ସ୍ୱୀକାର କରିଛି । ପଳାସପୁରରୁ ମାନସଙ୍କୁ

୫୦୦ କୋଟି ଟଙ୍କାର ଠକ ଗିରଫ

୫୦୦ କୋଟି ଟଙ୍କାର ଠକ ଗିରଫ । ମଲ୍ଟି ଷ୍ଟେଟ୍ ଚିଟ୍ ଫଣ୍ଡ ଠକ ନିଖିଳାନନ୍ଦ ପଶୁପାଳକ ଗିରଫ । ୫୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ କଲା ଇଓଡବ୍ଲ୍ୟୁ । ପର୍ଶୁରାମ ବେହେରାଙ୍କ ଅଭିଯୋଗ ଆଧାରରେ ତାକୁ ଗିରଫ କରିଛି ଇଓଡବ୍ଲ୍ୟୁ ।

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦର । ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର୍ ପିଛା ୮୬ ପଇସା ଓ ଡିଜେଲ୍

ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ

ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ସକାଳୁଆ ହେବ ସ୍କୁଲ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସାଢ଼େ ୬ରୁ ୧୦ଟା । ନବମରୁ ଦଶମ ଶ୍ରେଣୀ ସକାଳ ୭ଟାରୁ ୧୧ଟା । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା

୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଆଗତ

୨୦୨୨-୨୩ଆର୍ଥିକ ବର୍ଷର କାମଚଳା ବଜେଟ ଆଗତ । ମୋଟ ୧ଲକ୍ଷ ୬ହଜାର ୪ଶହ୯୮କୋଟି ଟଙ୍କାର ବଜେଟ । ମହାମାରୀ ଓ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି । ତେବେ ୨୦୨୨-୨୩ରେ ଦେଶର ଜିଡିପି ୭.୮ପ୍ରତିଶତ ରହିବା ଆକଳନ । ଜାତୀୟ

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମୋଦି ସରକାର ଦେଲେ ବଡ ଉପହାର। ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା। ଏଥିର ମହଙ୍ଗା ଭତ୍ତା ବା ଡିଏ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୋଦି ସରକାର।କେନ୍ଦ୍ରୀୟ

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ନୟାଗଡ଼ରେ ସହକାରୀ କାର୍ୟ୍ୟନିର୍ବାହୀ ଭାବେ କାର୍ୟ୍ୟରତ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି । ନୟାଗଡ଼ ସ୍ଥିତ ବାସଭବନ

ଆଜି ଆସିବ କାମଚଳା ବଜେଟ୍

ଆଜି ଆସିବ କାମ ଚଳା ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ତେବେ ଅର୍ଥମନ୍ତ୍ରୀ ପ୍ରଥମେ ବାର୍ଷିକ ବଜେଟ ଆକଳନ

ତେଲ ଦରରରେ ଲାଗୁନି ବ୍ରେକ୍‌

ନିୟମିତ ବଢ଼ିଚାଲିଛିି ତେଲ ଦର ।ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି । ଗତ ନଅ ଦିନରେ ଆଠଥର ବଢ଼ିଲାଣି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦର

ସଂସଦ ଭବନରେ ଦଳୀୟ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂସଦ ଭବନ ମୁଖ୍ୟମନ୍ତ୍ରୀ ଦଳୀୟ ସଂସଦମାନଙ୍କ ସହିତ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଆଜି କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର