THE BYAPINI

ଲଗାତର ବଢୁଛି ତୈଳ ଦର..ଲାଗୁନି ବ୍ରେକ୍

ଲଗାତର ଭାବେ ବଢିଚାଲିଛି ତେଲଦର । ଆଜି ପେଟ୍ରୋଲ ଲିଟର ପିଛା ୮୬ ଓ ଡିଜେଲ ୭୪ ପଇସା ମହଙ୍ଗା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର

ଆଜି ବି ଭାରତ ବନ୍ଦ, ଜବରଦସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ

ଆଜି ଭାରତ ବନ୍ଦର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଜବରଦସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ସାମ୍ନାକୁ ଆସୁଛି । ଗତକାଲି ଆନ୍ଦୋଳନକାରୀଙ୍କ ଭୟରେ ସକାଳୁ ବନ୍ଦ

ପୁଣି ଅସୁସ୍ଥ ପ୍ରଶାନ୍ତ ଜଗଦ୍ଦେବ

ପୁଣି ଅସୁସ୍ଥ ହୋଇପଡ଼ିଲେ ପ୍ରଶାନ୍ତ ଜଗଦ୍ଦେବ । ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ କାରଣରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲକୁ

ମାନସ ହତ୍ୟା ଉପରୁ ହଟିବ ପରଦା, ଆଜିଠୁ ୫ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ

ଆଜିଠୁ ରିମାଣ୍ଡରେ ଯିବେ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଶର୍ମିଷ୍ଠା ରାଉତ । କୋର୍ଟ ଶର୍ମିଷ୍ଠା ରାଉତଙ୍କ ସହ ୪ ଜଣଙ୍କୁ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଛନ୍ତି ।ଶର୍ମିଷ୍ଠାଙ୍କ ସହିତ ଆଉ ତିନି ଅଭିଯୁକ୍ତ- ଝୁନା ଭୋଇ,

ବିଧାନସଭାରେ ହାଇ ଭୋଲଟେଜ ଡ୍ରାମା

ପଶ୍ଚିମବଙ୍ଗ ବିଧାନସଭାରେ ହାଇ ଭୋଲଟେଜ ଡ୍ରାମା। ବିଧାନସଭାରେ ତ୍ରୁଣମୂଳ କଂଗ୍ରେସ ବିଧାୟକ ଓ ବିଜେପି ବିଧାୟକଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସୂଚନା ଅନୁସାରେ ବିଜେପି ବିଧାୟକ ମନୋଜ ତ୍ୟାଗୀ

ଶର୍ମିଷ୍ଠା ରାଉତ ଗିରଫ

କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଶେଷରେ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ । ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ

ଆଜିଠୁ ୨ ଦିନ ଭାରତ ବନ୍ଦ

ଆଜିଠୁ ୨ ଦିନିଆ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ । ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଏହି ବନ୍ଦ ଡାକରା ଦିଅଯାଇଛି। ଆଜି ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍‌

ଆଜି ପୁଣି ବଢ଼ିଳା ପେଟ୍ରୋଲ ଓ ଡିଜେଲ ଦାମ୍‌। ଆଜି ସପ୍ତମ ଦିନ ଷଷ୍ଠ ଥର ପାଇଁ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। ଗତ ୭ ଦିନରେ ଇନ୍ଧନ ପେଟ୍ରୋଲ-ଡିଜେଲର ମୂଲ୍ୟ ୬ ଗୁଣ

ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ

ଭାରତରେ ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ । କରୋନା କଟକଣା ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା ଆଜିଠୁ ହଟିଛି । କରୋନା ସଂକ୍ରମଣ କମିବା ପରେ କେନ୍ଦ୍ର ସରକାର ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ଚଳାଚଳ

ନିର୍ବାଚନୀ ପରବର୍ତ୍ତୀ ହିଂସା

ବ୍ରହ୍ମପୁର ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ଏଲଆଇଜି ୯୪ ଷ୍ଟେଜ୍‌ ୨ରେ ନିର୍ବାଚନୀ ହିଂସା। ସ୍ୱାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଆତଙ୍କରାଜ କଲେ ଅଜଣା ଦୁର୍ବୃତ୍ତ। କବାଟ ଭାଙ୍ଗି ଘର ଭିତରକୁ ପଶି ଆକ୍ରମଣ