ରାଜ୍ୟ ପୌର ନିର୍ବାଚନ: ଚାଲିଛି ମତଦାନ Byapini Bureau Mar 24, 2022 0 ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ।ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଆରମ୍ଭ ହୋଇଛି ଭୋଟ । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ମୋଟ ୪୦ ଲକ୍ଷରୁ ଅଧିକ ଭୋଟର । ଅପରାହ୍ନ ୫ଟା!-->…
ରାଜ୍ୟ ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର Byapini Bureau Mar 23, 2022 0 ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ!-->…
ରାଜ୍ୟ ୨୮ ତାରିଖରୁ ଖୋଲିବ ଅଙ୍ଗନୱାଡ଼ି Byapini Bureau Mar 23, 2022 0 ଆସନ୍ତା ୨୮ ତାରିଖରୁ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର । ଏନେଇ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି । ଅଙ୍ଗନୱାଡ଼ି ଖୋଲିବା ନେଇ!-->…
ଦେଶ ଗୋଦାମରେ ନିଆଁ, ୧୧ ଜୀବନ୍ତ ଦଗ୍ଧ Byapini Bureau Mar 23, 2022 0 ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେଠାରୁ ଜଣେ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି!-->…
ଦେଶ ପୁଣି ବଢିଲା ତେଲ ଦର Byapini Bureau Mar 23, 2022 0 ଲଗାତାର ଦ୍ୱିତୀୟ ଦିନ ପାଇଁ ପୁଣି ବଢିଲା ତେଲ ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ମଙ୍ଗଳବାର ପ୍ରାୟ ୪ମାସ ବିରତି ପରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ବୃଦ୍ଧି ପାଇଥିଲା ।ଆନ୍ତର୍ଜାତିକ!-->…
ରାଜ୍ୟ ଜେଲ୍ ଗଲେ ବାହୁବଳୀ ବିଧାୟକ ଜଗଦ୍ଦେବ Byapini Bureau Mar 23, 2022 0 ଗିରଫ ହୋଇ ଜେଲ ଗଲେ ଚିଲିକାର ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଗତକାଲି ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।!-->…
କାରସାଦି ୪ ଜଣଙ୍କୁ ନିର୍ମମ ହତ୍ୟା Byapini Bureau Mar 23, 2022 0 ଗଞ୍ଜାମ ହିଞ୍ଜିଳିକାଟୁରେ ଜଘନ୍ୟ ହତ୍ୟାକାଣ୍ଡ । ୪ ଜଣଙ୍କୁ ବୀଭତ୍ସ ହତ୍ୟା । ମୃତକଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ଓ ଅନ୍ୟ ଜଣେ ସମ୍ପର୍କୀୟ ବୋଲି ଜଣାପଡିଛି । ରାତି ପ୍ରାୟ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ସଂଘର୍ଷ ଘଟିଥିବା!-->…
ରାଜ୍ୟ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଆଉ ୩ଜଣ ଗିରଫ Byapini Bureau Mar 22, 2022 0 କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଆଉ ୩ଜଣ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଟୁଟୁ, ହରି ପଣ୍ଡା ଓ କୁନମୁନି । କୃଷ୍ଣ ପ୍ରତିହାରୀଙ୍କୁ ଗୁଳି କରିଥିଲା ଟୁଟୁ । ଅତି ନିକଟରୁ ଗୁଳି କରିଥିଲା ଟୁଟୁ । କୃଷ୍ଣ ପ୍ରତିହାରୀ ହତ୍ୟା!-->…
ରାଜ୍ୟ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ Byapini Bureau Mar 22, 2022 0 କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ । ଶର୍ମିଷ୍ଠା ଆବେଦନକୁ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଖବର ଅନୁଯାୟୀ, ଗତ ଫେବ୍ରୁଆରି ୨୩ ତାରିଖରେ ଶର୍ମିଷ୍ଠା!-->…
ଦେଶ ମହଙ୍ଗା ହେଲା ଘରୋଇ ସିଲିଣ୍ଡର Byapini Bureau Mar 22, 2022 0 ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧିର ପ୍ରଭାବ ବର୍ତ୍ତମାନ ଘରୋଇ ସ୍ତରରେ ଦେଖାଯାଉଛି । ଗ୍ରାହକଙ୍କୁ ପୁଣିଥରେ ଲାଗିବାକୁ ଯାଉଛି ଝଟକା । ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୫୦ ଟଙ୍କା!-->…