THE BYAPINI

ହୋମ ଆଇସୋଲେସନ୍ ପାଇଁ ନୂଆ ମାର୍ଗଦର୍ଶିକା

ହୋମ ଆଇସୋଲେସନ୍ ପାଇଁ ନୂଆ ମାର୍ଗଦର୍ଶିକା । ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଉନି। ସେହିପରି କିଛି ଆକ୍ରାନ୍ତଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର

ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନକୁ କ୍ୟାବିନେଟ୍‌ର ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହାଦ୍ୱାରା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତିକୁ ବିକ୍ରି, ଲିଜ ଓ ମଡଗେଜ

ଦେଶରେ ଦିନକରେ ୫୮ ହଜାର ଆକ୍ରାନ୍ତ

ଦେଶରେ ଲଗାମ ଧରୁନି କରୋନା ସଂକ୍ରମଣ । ହୁ ହୁ ହୋଇ ମାଡିଚାଲିଛି ଉଭୟ କରୋନା ଓ ତାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦିନକରେ ୨୪ ଘଣ୍ଟାରେ ୫୮,୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଜି ୫୩୪ କରୋନା ଆକ୍ରାନ୍ତଙ୍କ

ରାଜ୍ୟରେ ୧୨୦୦ ଟପିଲା ଦୈନିକ ସଂକ୍ରମଣ

ରାଜ୍ୟରେ ଉପର ମୁହାଁ କରୋନା ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୨୧୬ ଜଣ ସଂକ୍ରମିତ ।ଶୂନରୁ ୧୮ବର୍ଷ ମଧ୍ୟରେ ୧୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ

ନାଇଜରରେ ୩୧ ଛାତ୍ରଛାତ୍ରୀ କରୋନା ପଜିଟିଭ

ନାଇଜରରେ ୩୧ ଛାତ୍ରଛାତ୍ରୀ କରୋନା ପଜିଟିଭ । ଓଡ଼ିଶାରେ ଭୁବନେଶ୍ବର ନାଇଜର ଓ ରାଉର‌କେଲା ଏନ୍‌ଆଇଟି ଏବେ ଚିନ୍ତା ବଢ଼ାଇଛି। ଗୋଟିଏ ଦିନରେ ନାଇଜରରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନ୍‌ଆଇଟି ରାଉରକେଲାରେ ବି

ଡିସିପି ଅଫିସ୍ ସିଲ୍

ଡିସିପି ଅଫିସରେ ପଶିଲା କରୋନା । ଏକାଧିକ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଅଫିସ ବନ୍ଦ କଲା ବିଏମସି । ଡିସିପି ଅଫିସକୁ ବିଏମସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ।ସେପଟେ, ରାଜ୍ୟରେ ୨୪ ଘଂଟା ଭିତରେ ୬୮୦ ଜଣ ନୂଆ ଆକ୍ରାନ୍ତ

କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୫ଟାରେ ଓମିକ୍ରନ୍ ଓ କରୋନା ସଂକ୍ରମଣ ନେଇ କରିବେ ସମୀକ୍ଷା । ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ରାଜ୍ୟରେ ମାତ୍ର ୫ ଦିନ ଭିତରେ

ରାଜ୍ୟରେ ମାଡୁଛି କରୋନା..ଖୋର୍ଦ୍ଧାରେ ସର୍ବାଧିକ

ରାଜ୍ୟରେ ଉପରମୁହାଁ କରୋନା ମିଟର । ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଟପିସାରିଛି । ଗତ ୨୪ ଘଣ୍ଟାରେ ୬୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଦିନ ହେଲା ୪୩୦ ଭିତରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ୭୦୦

କେଜ୍ରିୱାଲଙ୍କୁ କରୋନା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କରୋନା । ପଜିଟିଭ ଚିହ୍ନଟ ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଲେ କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କ ଦେହରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ବୋଲି ସୂଚନାରୁ ଜଣାପଡିଛି । ଏବେ ଗୃହ

ମା’ ସାଜିଲା ହତ୍ୟାକାରୀ

କେନ୍ଦ୍ରାପଡା ପାଟକୁରାରୁ ଆସିଲା ଅଭାବନୀୟ ଚିତ୍ର । ଦେଢ ମାସର ପୁଅକୁ କୂଅକୁ ଫିଙ୍ଗିଦେଲା ମାଆ । ମାର୍ଶାଘାଇ ଥାନା କାନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମାଆ ହିଁ ଶିଶୁ ପୁତ୍ରକୁ କୂଅରେ ପକାଇ