THE BYAPINI

ବୋହୂଙ୍କ ଅଭିଯୋଗ ପରେ ମୁହଁଖୋଲିଲେ ଭର୍ତ୍ତୃହରି…

ଯୌତୁକ ନିର୍ୟ୍ୟାତନା ନେଇ ଅଭିଯୋଗ ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଗତ ୪ ବର୍ଷ ହେଲା ତାଙ୍କ ପୁଅ, ବୋହୂ ଅଲଗା ରହୁଛନ୍ତି । ୪ ବର୍ଷ ହେଲା ତାଙ୍କ ପୁଅ ତାଙ୍କ ପତ୍ନୀଙ୍କ ବିରୋଧରେ ଛାଡପତ୍ର

ଦୁଇଟି ଡୋଜ ନେବା ପରେ ବି କରୋନା

ଟିକାର ଦୁଇଟି ଡୋଜ ନେବା ପରେ ବି ହେଉଛି ସଂକ୍ରମଣ । ଦେଶରେ ଦ୍ୱିତୀୟ ଡୋଜ ନେଇସାରିଥିବା ୮୭ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ କେବଳ କେରଳରୁ ୪୬ପ୍ରତିଶତ ବ୍ୟକ୍ତି ଦୁଇଟି ଡୋଜ ଟିକା

ପୁରୀକୁ ବନ୍ଦେ ଭାରତ ଏକ୍ସପ୍ରେସ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଦୁଇ ମନ୍ତ୍ରୀ ପତିତପାବନଙ୍କୁ ଦର୍ଶନ କରିବା ସହ ଦୀପଦାନ କରି ଆଶୀର୍ବାଦ କାମନା କରିଛନ୍ତି । ଶିକ୍ଷା

ଭର୍ତ୍ତୃହରିଙ୍କ ନାଁରେ ଯୌତୁକ ନିର୍ଯାତନାର ଅଭିଯୋଗ

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ୟାତନା ଅଭିଯୋଗ । ରା ପରିବାର ନାଁରେ ଯୌତୁକ ନିର୍ୟାତନା ଅଭିଯୋଗ ଆଣିଲେ ବୋହୂ ସାକ୍ଷୀ ମହାତାବ । ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ ଏହି ଅଭିଯୋଗ କରିଛନ୍ତି।

ପରଲୋକରେ ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନା

ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ। ମାତ୍ର ୪୪ ବର୍ଷ ବୟସରେ ସଂଗ୍ରାମଙ୍କ ପରଲୋକ ହୋଇଛି। କୋଭିଡ୍ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ପରଲୋକ ନେଇ ସୂଚନା ଦେଲେ ସାନ ଭାଇ ମନୋଜ

ଆଉ ୧୨୮ ପିଲା ଆକ୍ରାନ୍ତ

ରାଜ୍ୟରେ କମୁଛି ବଢ଼ୁଛି କରୋନା ସଂକ୍ରମଣ। ୧୦୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୂନରୁ ୧୮ ବର୍ଷ ବୟସର ୧୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ । ଖୋର୍ଦ୍ଧାରୁ ସର୍ବାଧିକ ୩୯୮, ଅନୁଗୁଳରୁ ୨୯

ଟିକା ନେଇ ବି ସଂକ୍ରମିତ

ଟିକା ନେଇବି କରୋନା ପଜିଟିଭ । ରାଜ୍ୟରେ ଟିକା ନେବା ପରେ ୩୧ ହଜାର ୭୧୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଡ଼ୋଜ ଟିକା ନେବା ପରେ ୧୭ ହଜାର ୮୨୪ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ୧୩ ହଜାର ୮୮୮ ଜଣ ଦ୍ୱିତୀୟ ଡ଼ୋଜ ଟିକା

ଝିଅମାନେ ଦେଇପାରିବେ ଏନଡ଼ିଏ ପରୀକ୍ଷା

ଏଣିକି ଝିଅମାନେ ଦେଇପାରିବେ ଏନଡ଼ିଏ ପରୀକ୍ଷା । ଝିଅମାନଙ୍କୁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନଡିଏରେ ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ଆଜି ଅନୁମତି ଦେଇଛନ୍ତି । ସେପ୍ଟେମ୍ବର ୫ରେ ଏହି ପରୀକ୍ଷା ହେବ ।ସୈନିକ ସ୍କୁଲ ଓ

୧୮ ବର୍ଷରୁ କମ୍ ୧୩୮ ପଜିଟିଭ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳେ ରହିଛି । ହେଲେ ୨୪ ଘଂଟାରେ ୧୮ ବର୍ଷରୁ କମ ୧୩୮ ଜଣ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାଜନକ । ୬୯ ହଜାର ୮ ନମୂନା ପରୀକ୍ଷା ହୋଇଥିଲା ।

୨୦୨୪ ପାଇଁ ନବୀନଙ୍କ ହକି ହତିଆର !

ଭାରତୀୟ ହକି ଟିମକୁ ନବୀନଙ୍କ ଆଉ ଏକ ବଡ ଭେଟି । ଅଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ ହକି ଟିମକୁ ସମ୍ବର୍ଦ୍ଧିତ କରିବାକୁ ଡାକି ନବୀନ ଯେଉଁ ସରପ୍ରାଇଜ ଭେଟି ଦେଇଛନ୍ତି ତାହା ବହୁମୂଲ୍ୟ ସଦୃଶ । ଓଡ଼ିଶା ଆଉ ୧୦ ବର୍ଷ ଭାରତୀୟ