THE BYAPINI

ପଡିଲା ତାଲା, ଘରେ ରହିଲା ଓଡିଶା

ସହର ଶୂନଶାନ, ରାସ୍ତାଘାଟ ଖାଁ ଖାଁ, ସବୁଠି କଟକଣା, ସବୁଠି ତାଲା । ଘରେ ଲୋକେ, ବାହାରେ ପୋଲିସ । ଭୟ ପାଇଁ ଘର ଭିତରେ ମଣିଷ, ବାହାରେ ଭୂତାଣୁ । ଲକଡାଉନ ପାଇଁ ଏବେ ସାରା ରାଜ୍ୟର ଚିତ୍ର ଏମିତି । ୧୪ ଦିନିଆ ତାଲାବନ୍ଦ ପାଇଁ ଘରେ

ବିଚରା ବୈଜୟନ୍ତ… କେହି ପଚାରିଲେନି

ବିଜୟ ପରେ ବୈଜୟନ୍ତଙ୍କୁ ଭୁଲିଗଲେ । ପରିଶ୍ରମ କରିଥିଲେ କିନ୍ତୁ ଫଳାଫଳ ଆସିବା ପରେ କେହି ପଚାରିଲେନି । ନା ଧନ୍ୟବାଦ ମିଳିଲା ନା ଶୁଭେଚ୍ଛା । ବିଜେପିର ଆସାମ ବିଜୟ ପରେ ବୈଜୟନ୍ତଙ୍କ ସହ କିଛି ଏଭଳି ଘଟୁଛି । ଯାହା ପଣ୍ଡା

ଏଣିକି ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଏଣିକି ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ । ବଢୁଥିବା ସଂକ୍ରମଣକୁ ଦେଖି ଏବେ ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ପଡ଼ୋଶୀ ତେଲଙ୍ଗାନା ଓ

ଭୁବନେଶ୍ୱରରେ ଭୟ ବଢାଉଛି ଭୂତାଣୁ

ଭୁବନେଶ୍ୱରରେ ଭୟ ବଢାଉଛି ଭୂତାଣୁ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ୮ ହଜାର ଉପରେ ରହୁଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଉ ସେଥିରୁ ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି ଭୁବନେଶ୍ୱରରେ । ଭୁବନେଶ୍ୱରରେ

ଖାଲି ଘୋଷଣା ନା କାର୍ଯ୍ୟକାରୀ ହେବ?

କରୋନା ଚେନ ବ୍ରେକ ପାଇଁ ଆସନ୍ତକାଲିଠୁ ରାଜ୍ୟରେ ଲକଡାଉନ ଲାଗୁ ହେଉଛି । ମେ ୫ରୁ ମେ ୧୯ ଯାଏ ଲକଡାଉନ ବଳବତର ରହିବ । ତେବେ ଲକଡାଉନ ସମୟରେ ଲୋକେ ଥାନାକୁ ନଆସି କିପରି ନିଜର ଅଭିଯୋଗ କରିପାରିବେ ସେ ନେଇ କମିସନରେଟ ପୁଲିସ ପକ୍ଷରୁ

ବିଲ ଗେଟ୍ସଙ୍କ ବ୍ରେକ୍ଅପ

ବିବାହର ୨୭ ବର୍ଷ ପରେ ହେବ ବିବାହ ବିଚ୍ଛେଦ । ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସ୍ ଓ ତାଙ୍କ ପତ୍ନୀ ମିଲିଣ୍ଡା ଗେଟସ୍ ପାରିବାରିକ ଜୀବନରେ ଫାଟ । ଉଭୟ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ବିଲ୍ ଗେଟ୍ସ ନିଜ

ଅଧାରୁ ବନ୍ଦ ହେଲା ଆଇପିଏଲ

ଅଧାରୁ ବନ୍ଦ ହେଲା ଆଇପିଏଲ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ସୂଚନା ଦେଇଛନ୍ତି । ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା

ସ୍କୁଲ ମିଶ୍ରଣକୁ ହାଇକୋର୍ଟଙ୍କ ନା

କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି କୋର୍ଟ । ପୂର୍ବରୁ ଏହି ବିଜ୍ଞପ୍ତି ଉପରେ

୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ସଂକ୍ରମଣ ବଢୁଥିବା ବେଳେ କରୋନାକୁ ମାତ ଦେବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ହେଲେ ଆବଶ୍ୟକ ଟିକା ନଥିବାରୁ ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି,

୨ କୋଟି ଟପିଲା ସଂକ୍ରମଣ

ଦେଶରେ କରୋନା ସ୍ଥିତି ଅସମ୍ଭାଳ ରହିଛି । ଅନେ ରାଜ୍ୟ ଲକଡାଉନ ଘୋଷଣା କରିସାରିଛନ୍ତି । ଦୁଇ ଦିନ ଧରି ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ୩ ଲକ୍ଷ ୫୦ ହଜାର ତଳକୁ ସଂଖ୍ୟା କମିନି ।ଦୈନିକ ସଂକ୍ରମଣ ସାମାନ୍ୟ କମିଥିଲେ ହେଁ