THE BYAPINI

ଲକଡାଉନ ବେଳେ କ’ଣ ଖୋଲା କ’ଣ ବନ୍ଦ?

ରାଜ୍ୟକୁ ଫେରିଲା ଲକଡାଉନ୍ । ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ୧୯ ତାରିଖ ଯାଏ ଘୋଷଣା କରିଛନ୍ତି ରାଜ୍ୟ ସରକାର। । ତେବେ ଏହି ଲକଡାଉନ ସମୟରେ ଆସନ୍ତୁ ଜାଣିବା କଣ ଖୋଲା କଣ ବନ୍ଦ… ଲକଡାଉନ ସମୟରେ କଣ ବନ୍ଦ?୧୪ ଦିନିଆ

ଖୋର୍ଦ୍ଧାରେ ବେକାବୁ ସଂକ୍ରମଣ

ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ରାଜ୍ୟରେ କରୋନା ସଂକ୍ରମଣ ଆଜି ତଳକୁ ଖସିଥିବା ବେଳେ ୧୪ ଜଣଙ୍କ ଜୀବନ ଯାଇଛି । ସେହିପରି ଗତ ୨୪ ଘଂଟାରେ ରାଜ୍ୟରେ ୮ ହଜାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଚେନ

ଲକଡାଉନ ଲାଗିଲା, କମିବ ସଂକ୍ରମଣ!

କାମ ଦେଲାନି ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ । ଶେଷରେ ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ଶେଷ ବିକଳ୍ପ ଗ୍ରହଣ କଲେ ସରକାର । ଓଡିଶାରେ ଲାଗୁ ହେଲା ଲକଡାଉନ । ରାଜ୍ୟରେ ୧୪ ଦିନିଆ ଲକଡାଉନ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି

‘ଭୁବନେଶ୍ୱରରେ କୋଭିଡ ବେଡର ଅଭାବ ନାହିଁ’

ଭୁବଶ୍ୱେରରେ ଏବେ ପ୍ରତିିଦିନ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ବିଏମସିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପରି ସମୟରେ ସାମାନ୍ୟ ଲକ୍ଷଣ ଥିବା ରୋଗୀ ଘରେ ରହି ଚିକିତ୍ସିତ ହେବାକୁ ବିଏମସି କମିସନର ପରାମର୍ଶ

ମେ’ ଦ୍ୱିତୀୟ ସପ୍ତାହରେ ବାତ୍ୟା!

ମେ' ମାସରେ ପୁଣି ବାତ୍ୟା ଆଶଙ୍କା । ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦାନା ବାନ୍ଧିପାରେ ଲଘୁଚାପ । ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ମଡେଲ ଅନୁସାରେ ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

ସୋମବାରଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ…ଆରମ୍ଭ ହେଉ ହେଉ ସ୍ଲଟ୍ ବୁକିଂ ଶେଷ

ରାଜଧାନୀ ଭୁବନେଶ୍ୱରରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ୟ୍ୟାୟ ଟିକାକରଣ। ଯେଉଁଥିରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସହିତ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କୁ ବି ଟିକା ଦିଆଯିବ । ସ୍ଲୁଟ୍ ବୁକିଂ ଆରମ୍ଭ ହେବାର

ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍ । ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଥିବା

‘ଗୋଷ୍ଠୀ ସଂକ୍ରମଣ ଯୋଗୁଁ ପଜିଟିଭ ବଢୁଛି’

ରାଜ୍ୟରେ ଯେପରି କରୋନା ସଂକ୍ରମଣ ବଢୁଛି ତାହା ଚିନ୍ତାଜନକ । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । କରୋନା ଦ୍ୱିତୀୟ ପର୍ଯ୍ୟାୟ ଯେ ଏତେ ଭୟଙ୍କର ହେବ ତାହା କେହି ଅନୁମାନ କରିଥିଲେ । ତେବେ ରାଜ୍ୟରେ ଯେପରି ସଂକ୍ରମଣ ବଢୁଛି

ମହାମାରୀ: ମେ’ରେ ନେବ କେଉଁ ରୂପ?

କରୋନା ମେ ମାସରେ କମିବ ନା ବଢିବ ? ଏ ପ୍ରଶ୍ନର ଉତ୍ତର ଏବେ ଖୋଜିବା ଆରମ୍ଭ କଲେଣି ସମସ୍ତେ । ଗତମାସ ମାର୍ଚ୍ଚରେ କରୋନା ନିଜ ପାଖୁଡା ମେଲାଇବା ଆରମ୍ଭ କରିଥିବା ବେଳେ ଏପ୍ରିଲରେ ଅଣନିଶ୍ୱାସୀ କରିପକାଇଲା ପଜିଟିଭ ହାର । ଦୈନିକ

ଭାରତରେ କିଭଳି ରୋକିହେବ ସଂକ୍ରମଣ? ଜାଣନ୍ତୁ କ’ଣ କହିଲେ ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞ

ସାରା ଦେଶରେ କୋଭିଡ ସଂକ୍ରମଣ ସୁନାମୀ ଭଳି ମାଡି ଚାଲିଥିବା ବେଳେ କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ତାହା ଏବେ ବଡ଼ ପ୍ରଶ୍ନ । ସଂକ୍ରମଣ ଏବେ ଦୈନିକ ୪ ଲକ୍ଷ ଛୁଇଁଥିବା ବେଳେ ଆଗକୁ ସଂକ୍ରମଣ ସଂଖ୍ୟା ଆହୁରି ବଢିପାରେ ବୋଲି