THE BYAPINI

ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼..ସ୍ଥିତି ସାଂଘାତିକ

ରାଜ୍ୟରେ ସାଂଘାତିକ ରୂପ ନେଉଛି କରୋନା । ସଂକ୍ରମଣ ସଂଖ୍ୟା ଯେଭଳି ହୁ ହୁ ହୋଇ ବଢିବାରେ ଲାଗିଛି ରାଜ୍ୟବାସୀଙ୍କ ଚିନ୍ତା ବଢାଇଦେଇଛି । ରାଜ୍ୟରେ ୩ହଜାର ପାଖାପାଖି ପହଂଚିଛି ଦୈନିକ ସଂକ୍ରମଣ । ଗତ ୨୪ଘଂଟାରେ ରାଜ୍ୟରେ ୨ହଜାର

ସମ୍ବିତ ମାନିଲେ, ଭୁବନେଶ୍ୱର ସାଂସଦ କେବେ ମାନିବେ?

ସମ୍ବିତ ମାନିଲେ, ଭୁବନେଶ୍ୱର ସାଂସଦ କେବେ ମାନିବେ?ଏ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଏକ ଟ୍ୱିଟ୍ ସାମ୍ନାକୁ ଆସିଛି । ଯେଉଁଥିରେ ରାଜ୍ୟ ପଦ୍ମପୋଖରୀର ପୋଷ୍ଟରବୟ ତଥା

ଜାଣନ୍ତୁ ବିନା ପରୀକ୍ଷାରେ ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ କେମିତି ମିଳିବ ମାର୍କ?

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଦେଶରେ ମହାମାରୀ କରୋନା ସାଂଘାତିକ ଭାବରେ ବ୍ୟାପୁଥିବା ବେଳେ ସିବିଏସଇ ଦଶମ ପରୀକ୍ଷା ବାତିଲ କରିଦିଆଯାଇଛି ।ତେବେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜୁନ ୧ ତାରିଖରେ ପରିସ୍ଥିତିର

ସାନି ଉପନିର୍ବାଚନ ପାଇଁ ଘୋଷଣା ହେବ ତାରିଖ

ପିପିଲି ଉପନିର୍ବାଚନ ତାରିଖ ଘୁଂଚିବ। ଉପନିର୍ବାଚନ ପାଇଁ ପୁଣି ତାରିଖ ଘୋ‌ଷଣା ହେବ । ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ

ଆରପାରିରେ ଅଜିତ ମଙ୍ଗରାଜ

ଆଉ ଦୁଇ ଦିନ ପରେ ଥିଲା ପିପିଲି ଉପନିର୍ବାଚନ । ନିର୍ବାଚନ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଥିଲା । କିନ୍ତୁ ତା ପୂର୍ବରୁ ଆସିଛି ଏକ ଦୁଃଖଦ ଖବର । ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । କରୋନାରେ

ସରକାରଙ୍କୁ କୋଭିଡ ବେଡ୍ ଚିନ୍ତା

ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଗୁରୁତର କରୋନା ରୋଗୀଙ୍କୁ କିଭଳି ଚିକିତ୍ସା ଯୋଗାଇଦିଆଯିବ ସେ ନେଇ ଚିନ୍ତାରେ ସରକାର । କରୋନା ରୋଗୀଙ୍କ ଉତମ

‘ରାହୁଲଙ୍କ ଭାଷା କହୁଛନ୍ତି ସ୍ୱାସ୍ଥ୍ୟ ସଚିବ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶରେ ଚାଲିଥିବା ଟିକା ଉତ୍ସବ ଆଜି ସରିବ । ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଏହି ଅଭିଯାନ ଚାଲିଛି । ହେଲେ ଓଡିଶାରେ ଟିକା ଅଭାବ ମଧ୍ୟରେ ସରିବ ଟିକା ଉତ୍ସବ । ଟିକି

ମାଲକାନଗିରିରୁ ଛତିଶଗଡ…ସବୁ ରାସ୍ତା ସିଲ୍

ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟ ପାଇଁ ବିପଦ ବଢାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛତିଶଗଡ ବସ୍ତର ଜିଲ୍ଲାରେ ଆଜିଠାରୁ ଲକ୍ ଡାଉନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଫଳରେ ଏବେ

ଆଜିଠୁ ମହାରାଷ୍ଟ୍ରରେ ୧୪୪ ଧାରା..୧୫ ଦିନିଆ ଜନତା କର୍ଫ୍ୟୁ

ମହାରାଷ୍ଟ୍ରରେ ଲାଗୁ ହେବ କର୍ଫ୍ୟୁ । ୧୫ ଦିନ ପାଇଁ ପୂରା ରାଜ୍ୟରେ ଲାଗୁ ହେବ ୧୪୪ ଧାରା । ଆଜି ରାତି ୮ଟାରୁ ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କରୋନାର ‘ବ୍ରେକ୍ ଦ ଚେନ୍’ ଅଭିଯାନ

ଅସମ୍ଭାଳ ସ୍ଥିତି

ଦେଶରେ ଅସମ୍ଭାଳ ହେଉଛି ସ୍ଥିତି । ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦୈିନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ ହୋଇଛି । ଏପ୍ରିଲ ୫ ତାରିଖରେ ପ୍ରଥମଥର ଦେଶରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ୭